ରାଜମହଲ ଓଭର ବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ

ଭୁବନେଶ୍ୱର: ଅଳ୍ପକେ ବର୍ତ୍ତିଲା ପୁରୀ-ଜଳେଶ୍ୱର ମେମୁ ଟ୍ରେନ, ରାଜମହଲ ଓଭର ବ୍ରିଜ ତଳେ ଟ୍ରେନ ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର; ଟ୍ରେନ ତାର ତଳେ ପଡିବା ପରେ ଟ୍ରାକ କଡ଼ରେ ନିଆଁ ଲାଗି ଯାଇଥିଲା, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା

Recent Post

Live Cricket Update

× How can I help you?