ପଲ୍ଲିରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲ୍ଲିରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଷୟ_____ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାର ପରିକଳ୍ପନା ପଲ୍ଲୀରେ ପ୍ରଶାସନ ଲୋକମାନଙ୍କୁ ଆଉ ଅଫିସ ଯିବାକୁ ପଡିବନି ।ପ୍ରଶାସନ ପହଞ୍ଚିଛି ପଞ୍ଚାୟତରେ ।ଏହି ପରିପ୍ରେକ୍ଷିରେ ଆଳିର ବ୍ଳକ ଅନ୍ତର୍ଗତ ଦେସାହି ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି ।ବିଡ଼ିଓ ଦିବେନ୍ଦୁ ଦାଶ ଫିତାକାଟି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ତହସିଲଦାର ଦେବୀପ୍ରସାଦ ଆଚାର୍ଯ୍ୟ,ସରପଞ ମୋନାଲିସା ଦାସ ,ସମିତିସଭ୍ୟ ସନ୍ତୋଷ କୁମାର ବେଉରିଆ ,ବରିଷ୍ଠ ଜିଲ୍ଲାପରିଷଦ ସଭ୍ୟ ଓ ଜିଲ୍ଲା ଯୋଜନା ବୋଡ ର ସଭ୍ୟ ଭିଷ୍କ ମହାନ୍ତୀ,ସିଡିପିଓ କଳ୍ପନା ଧଳ,ମନୋଜ ଦାସ,ନନ୍ଦକିଶୋର ସାହୁ,ଶ୍ରୀକାନ୍ତ ମଲ୍ଲୀକ,ସିମାଞଳନାୟକ ,କ୍ଷେତ୍ରବାସି ପରିଡ଼ା,ଉମାକାନ୍ତ ମଲ୍ଲୀକ,ପ୍ରଫୁଲ କୁମାର ମଲ୍ଲୀକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରି ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This