



ସ୍ବାମି ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଗଣଦୈଡ ଅନୁଷ୍ଠିତ
ବିଷୟ_____ ଆଜି ଯୁବସମାଜର ପ୍ରେରଣାର ଉତ୍ସ ସ୍ବାମି ବିବେକାନନ୍ଦଙ୍କ ଜନ୍ମ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ବିଂଝାରପୁର ବିଜେପି ଦଳ ପକ୍ଷରୁ ଏକ ଗଣଦୈଡ ଅନୁଷ୍ଠିତ ହୋଇଯାଇଛି ।ଏହା ବିଂଝାରପୁର ବିଜେପି ଅଫିସ ଠାରୁ ଆରମ୍ଭ ହୋଇ ସୟଦପୁର ଠାରେ ଶେଷ ହୋଇଥିଲା ।ଏଥିରେ ରାଜ୍ୟର ପ୍ରଭାରୀ ଶଶାଙ୍କ ରାଜଜୀ ,ଜେନେରାଲ ସେକ୍ରେଟେରି ଦିପକ ଭାଇ,ରାଜ୍ୟ ଯୁବ ମୋର୍ଚ୍ଚା ର ସଂଯୋଜକ ସଂଗ୍ରାମ କେଶରୀ ପାତ୍ର,ମହିଳା ମୋଚ୍ଚାର ସଭାନେତ୍ରୀ ବବିତା ମଲ୍ଲୀକ,ନିରଞ୍ଜନ ବେଉରିଆ ,ଅଭିମନ୍ୟୁ ସାହୁ,ମଦନମୋହନ ଜେନା ,ଗୋପାଳ ପ୍ରଧାନଙ୍କ ସମେତ ଜିଲ୍ଲା ଯୁବମୋର୍ଚ୍ଚା ର ସଭାପତି ପ୍ରମୁଖ ଏହି ଗଣଦୈଡରେ ସାମିଲ ହୋଇ ଉପଦେଶ ଦେଇଥିଲେ ଯେ ସ୍ବାମି ବେବେକାନନ୍ଦଙ୍କ ଭଳି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ସେବା କରିବାପାଇଁ ।
ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ