ହକି ବିଶ୍ୱକପ୍ ଟ୍ରଫି ଟୁରରେ ଯୋଡ଼ି ହେଉଛନ୍ତି ବିଭିନ୍ନ ବର୍ଗର ଲୋକ

ରାଉରକେଲା ସହରରେ ଚାଲିଥିବା ହକି ବିଶ୍ୱକପ୍ ଟ୍ରଫି ଟୁରରେ ଯୋଡ଼ି ହେଉଛନ୍ତି ବିଭିନ୍ନ ବର୍ଗର ଲୋକ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ସ୍ୱଚ୍ଛ ସାଥୀ ଓ ପରିମଳ କର୍ମଚାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ବିଶ୍ୱକପକୁ ସ୍ୱାଗତ କରୁଛନ୍ତି। ପ୍ରମୁଖ ଛକରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ବିଭୋର ହେଉଛନ୍ତି।

Recent Post

Live Cricket Update