ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ୩୬ତମ ବାର୍ଷିକ ଉତ୍ସବ

Breaking News
ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ୩୬ତମ ବାର୍ଷିକ ଉତ୍ସବ

ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ୩୬ତମ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା ଅନୁଷ୍ଠିତ ୩୬ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ରୁପେ ଝୁମ୍ପୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉମାକାନ୍ତ ପରିଡା, ସମ୍ମାନୀତ ଅତିଥି ଭାବେ ଝୁମ୍ପୁରା ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ ଦୁଃଶାସନ ସିଂ ଓ ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତ, ମୁଖ୍ୟ ବକ୍ତା ଭାବେ ଉତ୍ତର ସମ୍ଭାଗ ସମ୍ପାଦକ ଶିକ୍ଷାବିକାଶ ସମିତି ଓଡିଶା ଶ୍ରୀ ଗଙ୍ଗାଧର କର ଏବଂ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ଅଧ୍ୟକ୍ଷ ଶ୍ରୀ ସୁବଳ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାସହ ଉପସ୍ଥିତ ଥିବା କୁନି କୁନି ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ
ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଶିଶୁ ପ୍ରାରମ୍ଭ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଅପରାହ୍ନ ୩ ଘଟିକା ରୁ ଆରମ୍ଭ କରି ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏବଂ ୫ଘଟିକା ପରେ ସଭାକାର୍ଯ୍ୟ ଆରମ୍ଭ ଓ ଅବଶିଷ୍ଟ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ହେଇଥିଲା

ଖୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀଉଜ

Recent Post

Live Cricket Update