ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ

ସିଆଇଏସଏଫ୍ ୟୁନିଟ ଟିଏଫଏଲ ତରଫରୁ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର କୁକୁଡ଼ାଙ୍ଗ ପଞ୍ଚାୟତ ର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସିଆଇଏସଏଫ୍ ୟୁନିଟ ଟିଏଫଏଲ ତାଳଚେର ତରଫରୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସହାୟକ କମାଣ୍ଡାଟ କିଶୋର କୁମାର ପତ୍ର ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଆଇଏସଏଫ୍ ୟୁନିଟ ଟିଏଫଏଲ ର ସମସ୍ତ ପଦାଧିକାରୀ ଉପସ୍ଥିତ ରହିଥିବା ବେଳେ , କୁକୁଡ଼ାଙ୍ଗ ପଞ୍ଚାୟତ ପୂର୍ବତନ ସରପଂଚ ତଥା ସମାଜସେବୀ ଅମିୟ ତ୍ରିପାଠୀ , ଗୋଲକ ସାହୁ , ତପନ ନାଏକ ପ୍ରମୁଖ ଯୋଗଦେଇଥିଲେ ।

Recent Post

Live Cricket Update