ମୁଳୁଗାଁ ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ

(ମୁଳୁଗାଁ ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ )
ଜଗତସିଂହପୁର
ତା =15/1/23

ବାଲିକୁଦା ବ୍ଲକ ମୁଳୁଗାଁ ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି | ଏହି ଉଦଘାଟନୀ ଉଛବ ରେ ସ୍ଥାନୀୟ ସରପଞ୍ଚ ଦଧିବାମନ ମଲ୍ଲିକ | ସମବାୟ ସମିତି ସଭାପତି ରମେଶ କୁମାର ରାଉତ |ସମ୍ପାଦକ ହେମନ୍ତ କୁମାର ମହାପାତ୍ର |ସମବାୟବିତ ରାଖଲ ଚନ୍ଦ୍ର ସାମଲ | ଅଜିତ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ନଡ଼ିଆ ବାଡ଼ାଇ ଉଦଘାଟନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦଫାରେ ଦୁଇ ଶହ କ୍ଯୁଇଟାଲ ରୁ ଉର୍ଦ୍ଧ ଧାନ ସଂଗ୍ରହ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଜନ ସାଧାରଣ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update