ହରିୟାଣାରେ ୬ ଟି ୱାଗନ୍ ଲାଇନ୍ ଚ୍ୟୂତ

ହରିୟାଣାରେ ୬ ଟି ୱାଗନ୍ ଲାଇନ୍ ଚ୍ୟୂତ

ଏକ ଟ୍ରେନ୍ ର ବଗି ଲାଇନ୍ ଚ୍ୟୁତ ହେବା ଫଳରେ
ଟ୍ରେନ୍ ଚଳାଚଳ ବଧାପ୍ରାପ୍ତ ହୋଇଥିଲା। ହରିୟାଣାର ରୋହତକରେ ଜିନ୍ଦ ରେଳ ଲାଇନରେ ଖସିପଡିଥିବା ଏକ ଟ୍ରେନ୍ ର ଅତି କମରେ ଛଅ ଟି ୱାଗନ୍ ଲାଇନ୍ ଚ୍ୟୁତ ହୋଇଥିଲା ​​| ଏହି ଟ୍ରେନ ଦିଲ୍ଲୀରୁ ରାଜସ୍ଥାନର ସୁରଟଗଡ ଅଭିମୁଖେ ଯାଉଥିଲା। ରିପୋର୍ଟ ଅନୁଯାୟୀ, ଘଟଣା ପରେ ଅପ୍ ଲାଇନ୍ ଟ୍ରେନ୍ ଅଟକି ରହିଥିଲା। ବିଳମ୍ବିତ ଦି ପ୍ରହର ସୁଦ୍ଧା ଟ୍ରାଫିକ୍ ସୁରୁଖୁରୁରେ ଚାଲିବା ଆରମ୍ଭ ହୋଇଯାଇଛି |

Recent Post

Live Cricket Update