ନଦୀରେ ଯୁବକଙ୍କ ଗଳିତ ଶବ ଠାବ

ନଦୀରେ ଯୁବକଙ୍କ ଗଳିତ ଶବ ଠାବ

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଗାଙ୍ଗିଯୋଡି ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ ହୋଇଛି |ସୁଚନା ମୁତାବକ ଆଜି ଅପରାହ୍ନ ସମୟରେ ସ୍ଥାନୀୟ ଲୋକ ନଦୀକୁ ଯିବା ବେଳେ, ଗଳିତ ଶବ ଟି ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ପୋଲିସ ଗଳିତ ଶବଟିକୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି |ସେପଟେ ଗତ କାଲି ନଦୀର ଜଳ ସ୍ତର ଅଧିକ ଥିବା ବେଳେ, ଆଜି ତାହା କମିଯାଇଛି ।,ତେଣୁ ଶବ ଟି ନଦୀର ଉପର ମୁଣ୍ଡରୁ ଭାସି ଭାସି ଏଠାରେ ଲାଗି ଥିବା ଅନୁଆମନ କରାଯାଉଛି |ମୃତକର ପରିଚୟ ମିଳିପାରି ନଥିବାବେଳେ ପୋଲିସ ଶବଟିକୁ ଜବତ କରିବା ସହ ଅଧିକ ତଦନ୍ତ ଯାରିରଖିଛି।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

Recent Post

Live Cricket Update