Breaking News #ପୁଣି ୫୫ନଂ ଜାତୀୟ ରାଜପଥରେ ଦୃଘଟଣା । ସ୍କୁଟି ଉପରେ ଚଢ଼ିଗଲା କୋଇଲା ବୁଝେଇ ଟ୍ରକ !
ଅନୁଗୋଳ ନାଲକୋ ସିପିପି ଛକ ରେ ଦୃଘଟଣା ।ଅଳ୍ପକେ ବର୍ତିଲେ ସ୍କୋଟି ଆରୋହି ମହିଳା।ବାଇକି ଆରୋହି ଙ୍କ ଘର ବଅଁରପାଳ ଥାନା ଅନ୍ତର୍ଗତ ଵନ୍ଦା ଗ୍ରାମର ମହିଳା ବୋଲି ଜଣାପଡିଅଛି ।ମହିଳା ଜଣଙ୍କୁ ଚିକିତ୍ସାଲୟ ନେଇ ଯାଇଥିବା ସୂଚନା ….
WhatsApp us