ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ପ୍ରଶିକ୍ଷଣ ପ୍ରାପ୍ତ ବିଦ୍ୟାର୍ଥୀ ଙ୍କୁ ପ୍ରମାନପତ୍ର ପ୍ରଦାନ

(ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ପ୍ରଶିକ୍ଷଣ ପ୍ରାପ୍ତ ବିଦ୍ୟାର୍ଥୀ ଙ୍କୁ ପ୍ରମାନପତ୍ର ପ୍ରଦାନ )
ଜଗତସିଂହପୁର କଲେଜ ଛକ ନିକଟସ୍ଥ ଗାୟତ୍ରୀ ଏଜୁକେସନ ପଏଣ୍ଟ ପରିସରରେ ଏଲ. ଆଇ. ସି. ଏଚ ଏଫ. ଏଲ ଦ୍ଵାରା ପ୍ରାୟୋଜିତ ଇଲେଟ୍ରିସିଆନପ
ପ୍ରଶିକ୍ଷଣ ଶେଷ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି |ଏହି ଉପଲକ୍ଷେ ଆୟୋଜିତ ସଭାରେ ଆଶ୍ରମ ପାଟଣା କଲେଜ ଅଧକ୍ଷ୍ୟ ପ୍ରଦୀପ୍ତ ଦାଶ ଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ |ସଂମ୍ମାନିତ ଅତିଥିଭାବେ ଆଇନୀଜୀବୀ ରାଜ କିଶୋର ଦାସ | ସମାଜସେବୀ ନିରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଇଲେଟ୍ରିସିଆନ ବିଦ୍ୟାର୍ଥୀ ମାନଙ୍କ ଙ୍କ ଭବିଷ୍ୟତ ଉଜ୍ୟଳମୟ କାମନା କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଲିପ୍ସା ମହାନ୍ତି | ନିବେଦିତା ଦାସ | ସ୍ୱରୂପା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update