କ୍ୟାବିନ ଉପରକୁ ମାଡ଼ିଗଲା ଟାଟାମ୍ୟାଜିକ ଗାଡ଼ି

କ୍ୟାବିନ ଉପରକୁ ମାଡ଼ିଗଲା ଟାଟାମ୍ୟାଜିକ ଗାଡ଼ି

ବିଷୟ_____ ଆଜି ମହ୍ନାହରେ ରାଜକନିକା ରୁ ଓଳାଭର ଆଡ଼କୁ ଥଣ୍ଡା,ପାଣି ବୋତଲ ଓ ଫ୍ରିଜ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ଯାହାର ନମ୍ବର ଅଡିଓ 5B E4299 ଅଟେ ।ଯାଗୁଳେଇପଡା ର ଅଚିନ୍ତା ଛକ ଠାରେ ଥିବା କ୍ୟାବିନ ଉପରକୁ ଓଲଟି ପଡିଥିଲା ।ଦୁଭାଗ୍ୟବସତ କାହାର କୈାଣସି କିଛି ହୋଇନାହିଁ ।ମୃତ୍ୟୁ ମୁଖରୁ ଦୋକାନର ମାଲିକ ବର୍ତ୍ତୀ ଯାଇଛନ୍ତି ।ରିପୋର୍ଟ ଲେଖିଲା ବେଳକୁ ରାଜକନିକା ଥାନାର ଦୁଇଜଣ ଷ୍ଠାପ ଆସି ପହଞ୍ଚିଥିଲେ ।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update