ଗୋଷ୍ଠୀ ବିଗ୍ଯାନ ମଞ୍ଚ ଅମ୍ବାଭୋନା ଦ୍ବାରା ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ ଯୋଗ୍ଯ ବିବେଚିତ ଛାତ୍ର ସମ୍ବ୍ରର୍ଧନା ଓ ଶିକ୍ଷକ କର୍ମଶାଳା

ଗୋଷ୍ଠୀ ବିଗ୍ଯାନ ମଞ୍ଚ ଅମ୍ବାଭୋନା ଦ୍ବାରା ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ ଯୋଗ୍ଯ ବିବେଚିତ ଛାତ୍ର ସମ୍ବ୍ରର୍ଧନା ଓ ଶିକ୍ଷକ କର୍ମଶାଳା


ଂଂଂଂଂଂଂଂଂଂଂଂଂଂଂଂଂଂଂ
ବରଗଡ଼ ଜିଲ୍ଲା
ଅମ୍ବାଭୋନା, ୦୮/୦୯/୨୦୨୨
ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଙ୍କ ମାର୍ଗ ଦର୍ଶନ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ ମୋହନ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସମସ୍ତ ପାଥମିକ, ମାଧ୍ଯମିକ, ଉଚ୍ଚ ବିଦ୍ଯାଲୟ ର ବିଗ୍ଯାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦାନ କରିଥିଲେ। ଏହି ସଭାରେ ସମ୍ମାନିତ ଅତିଥି ଭାବେ କେଦାରନାଥ ଆଦିବାସୀ ଉଚ୍ଚ ବିଦ୍ଯାଲୟ ଅମ୍ବାଭୋନା ର ପ୍ରଧାନ ଶିକ୍ଷକ ତୁଲାରାମ ପ୍ରଧାନ, ଜନକ ରାମ ପ୍ରଧାନ, ପୁନିରାମ ଗଣ୍ଡ , ଯୋଗଦାନ କରିଥିଲେ। ସମ୍ବଲ ଶିକ୍ଷକ ଭାବେ ଜନତା ଉଚ୍ଚ ବିଦ୍ଯାଲୟ ଭୁକ୍ତାର ବିଗ୍ଯାନ ଶିକ୍ଷକ ସଂଜୟ ଖମାରୀ ଓ କମଲ ସିଂ ଦାଉ ସରକାରୀ ଉଚ୍ଚ ବିଦ୍ଯାଲୟ ଲଖନପୁର ବିଗ୍ଯାନ ଶିକ୍ଷକ ମନୋହର ସାହୁ INSPIRE AWARD, NMMS, NRTS, ବିଗ୍ଯାନ ଡ୍ରାମା, କ୍ବିଜ, ସେମିନାର,ପିଲାଙ୍କ ବିଗ୍ଯାନ କଂଗ୍ରେସ ଆଦି ବିଷୟରେ ବିଷଦ ଆଲୋଚନା କରିଥିଲେ। ଜାତୀୟ ସ୍ତରରେ ଭାଗ ନେବାକୁ ଥିବା ଉତ୍ତମ ବିଦ୍ଯାଲୟର ଛାତ୍ର ପ୍ରତ୍ୟୁଷ କୁମାର ସାହୁ, ରାଜ୍ଯ ସ୍ତରକୁ ଉନ୍ନିତ ହୋଇଥିବା ଜନତା ଉଚ୍ଚ ବିଦ୍ଯାଲୟ ଭୁକ୍ତାର କ୍ଷିରୋଦ୍ର ସାହୁ ସମ୍ମାନିତ କରାଯାଇ ଥିଲା। ଉନ୍ନତ ପ୍ରକଲ୍ପ ପ୍ରସ୍ତୁତି ପାଇଁ ମନୋହର ସାହୁ ଆଲୋଚନା କରିଥିଲେ।
ପୁନିରାମ ଗଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ।

Recent Post

Live Cricket Update

× How can I help you?