ନେତାଜୀ କ୍ଲବ୍ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ନେତାଜୀ କ୍ଲବ୍ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଢେଙ୍କାନାଳ , ୨୩.୦୧.୨୦୨୩ : ପ୍ରତିବର୍ଷ ପରି ଦେଉଳସାହିସ୍ଥିତ ନେତାଜୀ କ୍ଲବ୍ ଆନୁକୂଲ୍ୟରେ ନେତାଜୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ଏବଂ ଏହି ଉପଲକ୍ଷେ ଏକ ବିରାଟ ରାଲି ଢେଙ୍କାନାଳ ସହର ପରିକ୍ରମା ସହିତ ଭାରତ ବର୍ଷ ବରପୁତ୍ରମାନଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ କ୍ଲବ୍‌ର ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ପାଳନ ହୋଇଯାଇଛି । ଏହି ଜୟନ୍ତୀରେ ସଂଜୟ କୁମାର ଭଞ୍ଜ , ମୁରଲୀଧର ଭଞ୍ଜ , ସନ୍ତୋଷ କୁମାର ପତି , ପ୍ରଦୀପ କୁମାର ଜେନା , ବସନ୍ତ କୁମାର ସାମଲ , ମନୋଜ ମହାନ୍ତି , ପ୍ରକାଶ କୁମାର ପତି , ବିଷ୍ଣୁ ଚରଣ ବେହେରା , ସତ୍ୟରଞ୍ଜନ ଶତପଥୀ , ପ୍ରିନ୍ସ ସମୀର , ସଂଗ୍ରାମ ମହାନ୍ତି , ନିରଞ୍ଜନ ସାମଲ , ସମରେନ୍ଦ୍ର ମହାନ୍ତି , ଅକ୍ଷୟ ମହାନ୍ତି , ଦିଲ୍ଲୀପ ଧଳସାମନ୍ତ , ଅଜୟ କୁମାର ଭଞ୍ଜ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ରହି କ୍ଲବ୍ ପ୍ରାଙ୍ଗଣରେ ନେତାଜୀଙ୍କ ପ୍ରତିମୂର୍ତୀ ମାଲ୍ୟାର୍ପଣ ପୂର୍ବକ ବିଶାଳ ବାଇକ୍ ରାଲି ଶୁଭାରମ୍ଭ ହୋଇଥିଲା ଏବଂ ରାଲିରେ ହକି ଖେଳାଳୀମାନେ ଯୋଗଦେଇଥିଲେ ଏବଂ ୭ନଂ ୱାର୍ଡର କାଉନ୍ସିଲର୍ ସସ୍ମିତା ଭଞ୍ଜ ଉପସ୍ଥିତ ଥିଲେ ।

Recent Post

Live Cricket Update