ଟାଟା ଷ୍ଟିଲ ପକ୍ଷରୁ ଗଣ ଦୌଡ଼ ପାଇଁ ପ୍ରେସ କନ୍ ଫରେନ୍ସ

ଟାଟାଷ୍ଟିଲ୍ମେରାମଣ୍ଡଳୀପକ୍ଷରୁ ‘ଏକ ସବୁଜଗ୍ରହ ପାଇଁ ଦୌଡ’ÿବିଷୟବସ୍ତୁକୁନେଇରନ୍-ଏ-ଥନ୍ରତୃତୀୟସଂସ୍କରଣଘୋଷଣା
– ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଆୟୋଜିତହେବ
– ପ୍ରତି ପଞ୍ଜୀକରଣ ପାଇଁଗୋଟିଏଚାରାରୋପଣକରାଯିବ
– ୪.୨ ଲକ୍ଷଟଙ୍କାର ୨୦ ପୁରସ୍କାର ପ୍ରଦାନ କରାଯିବ
– ୩୫୦୦ ଦୌଡ଼ଉତ୍ସାହୀ ଅଂଶଗ୍ରହଣକରିବେ
ଢେଙ୍କାନାଳ: ଟାଟାଷ୍ଟିଲ୍ମେରାମଣ୍ଡଳୀ ପକ୍ଷରୁଗର୍ବରସହଟାଟାଷ୍ଟିଲ୍ମେରାମଣ୍ଡଳୀରନ୍-ଏ-ଥନ୍ରତୃତୀୟସଂସ୍କରଣବିଷୟରେଘୋଷଣାକରାଯାଇଛି ଯାହାକୁଢେଙ୍କାନାଳଜିଲ୍ଲା ପ୍ରଶାସନ ସହଯୋଗରେ ୨୦୨୩ ଫେବ୍ରୁଆରି ୫ ତାରିଖରେ ଆୟୋଜନ କରାଯିବ । ‘ଏକ ସବୁଜଗ୍ରହ ପାଇଁ ଦୌଡ଼’ ବିଷୟବସ୍ତୁକୁନେଇଏହିରନ୍-ଏ-ଥନ୍ ଆୟୋଜନ କରାଯିବ । ଦୌଡାଳିଙ୍କତରଫରୁ ପ୍ରତି ପଞ୍ଜୀକରଣ ପାଇଁଟାଟାଷ୍ଟିଲ୍ମେରାମଣ୍ଡଳୀ ପକ୍ଷରୁଗୋଟିଏଚାରାରୋପଣକରାଯିବ ।
ଢେଙ୍କାନାଳରେ ଆୟୋଜିତଶୁଭାରମ୍ଭ ସମାରୋହ ଅବସରରେଟାଟାଷ୍ଟିଲ୍ମେରାମଣ୍ଡଳୀ ୨୦୨୩ ରନ୍-ଏ-ଥନ୍ରବିବରଣୀଘୋଷଣାକରାଯାଇଥିଲା । ୨୦୧୯ ଓ ୨୦୨୦ର ପ୍ରଥମ ଦୁଇଟିସଂସ୍କରଣରସଫଳତା ପରେ କୋଭିଡ୍-୧୯ ଯୋଗୁଁଏହାକୁସ୍ଥଗିତରଖାଯାଇଥିଲା ।
ଆଜିଢେଙ୍କାନାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳଜିଲ୍ଲାପାଳସରୋଜକୁମାରସେଠୀଙ୍କ ଦ୍ୱାରାରନ୍-ଏ-ଥନ୍ ୨୦୨୩ର ଅଫିସିଆଲଟି-ସାର୍ଟକୁଉନ୍ମୋଚନ କରାଯାଇଥିଲା ଓ ଏହି ଅବସରରେଢେଙ୍କାନାଳଜିଲ୍ଲାକ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାରମହାନ୍ତି, ଟାଟାଷ୍ଟିଲ୍ମେରାମଣ୍ଡଳୀରକର୍ପୋରେଟ୍ସେବାମୁଖ୍ୟମୋହିତ ଦାସ, ଏମ୍ଜିଏମ୍ମିନେରାଲ୍ସଲିମିଟେଡ୍ରଭିପି, କର୍ପୋରେଟ୍ବ୍ୟାପାର ଓ ପ୍ରଶାସନ ଜିଭି ଧନଞ୍ଜୟ କୁମାରଏବଂବିଆର୍ଜି ଆଇରନ୍ ଆଣ୍ଡ୍ଷ୍ଟିଲ୍ର ପ୍ରଶାସନ ଓ ଏଚଆର୍ମୁଖ୍ୟଏମ୍ ପି ସିଂହଉପସ୍ଥିତ ଥିଲେ ।
ଋନ୍-ଏ-ଥନ୍ ପାଇଁଟାଟାଷ୍ଟିଲ୍ମେରାମଣ୍ଡଳୀକୁ ପ୍ରଶଂସାକରିସରୋଜସେଠୀକହିଛନ୍ତି ଯେ, ‘ଏକ ସବୁଜଗ୍ରହ ପାଇଁ ଦୌଡ’ÿଭଳି ଏକ ସୁନ୍ଦରବିଷୟବସ୍ତୁକୁନେଇ ଆୟୋଜନ କରାଯାଉଥିବାଏହି ଦୌଡ଼କେବଳ ଫିଟନେସ୍ ଓ କ୍ରୀଡ଼ା ପ୍ରତି ଭଲ ପାଇବାବୃଦ୍ଧିକରିବ ନାହିଁବରଂ ପରିବେଶ ପାଇଁସଚେତନତାସୃଷ୍ଟିକରିବ ।ମୁଁରନ୍-ଏ-ଥନ୍ରସଫଳତାକାମନାକରୁଛି ।
ଏହି ଅବସରରେମୋହିତ ଦାସକହିଛନ୍ତି ଯେ, “ଏହି ଅଭିଯାନରମୂଳଲକ୍ଷ୍ୟହେଉଛିଢେଙ୍କାନାଳ-ଅନୁଗୁଳ-ତାଳଚେର ଅଂଚଳରଲୋକମାନଙ୍କୁ ଏକ ବିଶ୍ୱସ୍ତରୀୟକ୍ରୀଡ଼ା ଅନୁଭୂତି ପ୍ରଦାନ କରିବା ।ଏହାକ୍ରୀଡ଼ାର ପ୍ରସାରକରିବା, ଫିଟନେସ୍, ଉତମସ୍ୱାସ୍ଥ୍ୟଏବଂବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେକ୍ରୀଡ଼ାଭାବନାକୁନେଇସଚେତନତାସୃଷ୍ଟିକରିବାରେସହାୟକହେବ ।’’
ଏହି ଦୌଡ଼କାରଖାନାରହାଉସିଂକଲୋନିରେ ଥିବା ପଡ଼ିଆରେ ଆରମ୍ଭ ହୋଇଶେଷହେବଏବଂତାହା ଏନ୍ଏଚ୍-୫୫ର ସର୍ଭିସ୍ରୋଡ୍ରୁ ନିକଟସ୍ଥଶିବପୁରଗ୍ରାମସଡ଼କ ଦେଇ ଗତିକରିବ ।ଏହିକାର୍ଯ୍ୟକ୍ରମରେ ଦୁଇଟି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦୌଡ଼ହେବ: ଗୋଟିଏ ୧୯ ବର୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଦୌଡ଼ଏବଂ ୧୪ରୁ ୧୯ ବର୍ଷବୟସରବାଳକ ଓ ବାଳିକାମାନଙ୍କ ପାଇଁ ୫ କିମିର ଦୌଡ଼ ।
ଆଜିଠାରୁ ଏଥିପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ତାହା ୨୦୨୩ ଜାନୁଆରି ୩୦ରେ ଶେଷହେବ ।ଉଭୟ ୧୦ କିମିଏବଂ ୫ କିମି ଦୌଡ଼ ପାଇଁସର୍ବାଧିକ ୩୫୦୦ ପଞ୍ଜୀକରଣହୋଇପାରିବଏବଂ ଫାଷ୍ଟ୍କମ୍, ଫାଷ୍ଟ୍ସର୍ଭଭିତିରେ ନାମ ପଞ୍ଜୀକରଣହେବ । ୧୦ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି’ ହେଉଛି ୨୦୦ ଟଙ୍କାଏବଂ ୫ କିମି ଦୌଡ଼ ପାଇଁ ପଞ୍ଜୀକରଣ ଫି’ ହେଉଛି ୧୫୦ ଟଙ୍କା ।ସମସ୍ତ ପ୍ରତିଯୋଗୀ ଏକ ଟି-ସାର୍ଟ, ବିଆଇବିଚିପ୍ଏବଂ ନମ୍ବର ଥିବା ଏକ ଗୁଡିବ୍ୟାଗ୍ ପାଇବେ । ଫିନିସର୍ଙ୍କୁମେଡାଲ୍ମିଳିବଏବଂ ୧୦ କିମି ଦୌଡ଼ରେ ପରୁଷ ଓ ମହିଳାବର୍ଗରେସର୍ବାଧିକ ପୁରସ୍କାରରାଶିଭାବେ ୫୧ ହଜାରଟଙ୍କା ପ୍ରଦାନ କରାଯିବ ।ବିଜେତାମାନଙ୍କୁମୋଟ ୪.୨ ଲକ୍ଷଟଙ୍କାରମୋଟ ୨୦ ପୁରସ୍କାର ପ୍ରଦାନ କରାଯିବ ।
ଏହିକାର୍ଯ୍ୟକ୍ରମର ଆନ୍ତର୍ଜାତିକମାନକୁ ନିଶ୍ଚିତ କରିବାଲାଗି ଅତ୍ୟାଧୁନିକ ପ୍ରଯୁକ୍ତି, ଟାଇମିଂମ୍ୟାଟ୍, ରେଡିଓ ଫ୍ରିକୁ୍ୟଏନ୍ସି ଆଇଡେଟିଂଫିକେସନ୍ (ଆର୍ଏଫ୍ଆଇଡି) ଚିପ୍, ରୁଟ୍ରେସ୍ପ୍ଲିଟ୍ଟାଇମିଂମ୍ୟାଟ୍, ଟ୍ରାକିଂକ୍ୟାମେରାଏବଂୱାଇ-ଫାଇନେଟ୍ୱର୍କବ୍ୟବହାରକରାଯିବ ।ସୁବିଧା ସୁଯୋଗ ପ୍ରଦାନ କରିବାଲାଗିସାରା ଦେଶରେଏଭଳି ଧରଣର ଦୌଡ଼ ଆୟୋଜନ କରିବାର ଅଭିଜ୍ଞତା ଥିବାମୁମ୍ବାଇର ଏକ ଏଜେନ୍ସିସହିତଟାଟାଷ୍ଟିଲ୍ସହଯୋଗିତାସ୍ଥାପନ କରିଛି ।
ଦୌଡ଼କୁ ଅଧିକ ଅନ୍ତର୍ଭୁକ୍ତୀକରଣ ଓ ବ୍ୟାପକକରିବାଲାଗିସହଯୋଗୀହେବାଲାଗିଟିଏସ୍ଏମ୍ସ୍ଥାନୀୟଶିଳ୍ପସଂସ୍ଥାଗୁଡ଼ିକସହଯୋଗାଯୋଗକରିଥିଲା ।ଏମ୍ଜିଏମ୍ମିନେରାଲ୍ସଲିମିଟେଡ୍, ବିଆର୍ଜି ଆଇରନ୍ ଆଣ୍ଡ୍ଷ୍ଟିଲ୍, ଟାଟାଷ୍ଟିଲ୍ରସହାୟକକଂପାନି ଅନୁଗୁଳଏନର୍ଜିଲିମିଟେଡ୍ଏବଂଟାଟାଷ୍ଟିଲୟୁଟିଲିଟିଜ୍ ଆଣ୍ଡ୍ ଇନଫ୍ରାଷ୍ଟ୍ରକଚରସର୍ଭିସେସ୍ଲିମିଟେଡ୍ଏହିକାର୍ଯ୍ୟକ୍ରମରେଯୋଗଦେବାକୁ ଆଗେଇ ଆସିଛନ୍ତି ।

Recent Post

Live Cricket Update

You May Like This