ମାଣ୍ଡିଆ ରେ ଜଗନ୍ନାଥ ଙ୍କର ମୁଖମଣ୍ଡଳ

ମାଣ୍ଡିଆ ରେ ଜଗନ୍ନାଥ ଙ୍କର ମୁଖମଣ୍ଡଳ

ଅନୁଗୋଳ ଜିଲ୍ଲା – ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ କେନ୍ଦୁ ଢିପ ସାହି, ସ୍ଥିତ ଶିବ ପ୍ରସାଦ ନାଥ ଙ୍କ ଘରେ ରାତିରେ ରଖା ଯାଇଥିବା ମାଣ୍ଡିଆ ରେ ଜଗନ୍ନାଥ ଙ୍କର ଛବି । ସୂଚନା ମୁତାବକ ଶିବ ପ୍ରସାଦ ନାଥଙ୍କ ଧର୍ମ ପତ୍ନୀ କୁହନ୍ତି ତାଙ୍କର ଗ୍ୟାସ୍ ଟିକ୍ ଥିବାରୁ ସେ ପାଖା ପାଖି ଦୁଇ ବର୍ଷ ହେବ ରାତିରେ ମାଣ୍ଡିଆ କୁ ତିଆରି କରି ରଖି ସକାଳେ ସବୁଦିନ ଖାଆନ୍ତି । କିନ୍ତୁ ଆଜି ସେପରି ସବୁ ଦିନ ଭଳି ଆଜି ରାତିରେ ମଧ୍ୟ ମାଣ୍ଡିଆ କୁ ତିଆରି କରି ରଖିଥିଲେ ଘରେ , ସକାଳେ ଖାଇବା ପାଇଁ ଦେଖିଲା ବେଳକୁ ସେହି ମାଣ୍ଡିଆ ଘୁରାରେ ଉପରେ ଜଗନ୍ନାଥ ଙ୍କ ମୁଖ ମଣ୍ଡଳ ଦେଖିବାକୁ ପାଇଥିଲେ । ସେ ଜଗନ୍ନାଥ ଙ୍କ ମୂଖ ମଣ୍ଡଳ ଦେଖି ଆଶ୍ଚର୍ଯ୍ୟ ହୋଇ ଜାଇଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ଘରେ ଜଣାଇ, ଓ ପରେ ସାଇ ପଡୋସୀ ଙ୍କୁ ମଧ୍ୟ ଜଣାଇ ଥିଲେ । ତାଙ୍କ ଘରକୁ ସାଇ ପଡୋସି ଙ୍କ ସୁଅ ଛୁଟି ଥିଲା , ସମସ୍ତେ ସାଇ ପଡୋଶୀ ମଧ୍ୟ କହିଲେ ଇଏ ଜଗନ୍ନାଥ ଙ୍କର ମୁଖମଣ୍ଡଳ ବୋଲି, ସେହି ମାଣ୍ଡିଆ କୁ ଏକ ଚେୟାର ଉପରେ ରଖି ଫୁଲ ଦେଇ ପୂଜା ଅର୍ଚ୍ଚନା କରିଥିଲେ । ଶିବ ପ୍ରସାଦ ଓ ଗ୍ରାମବାସୀ ଙ୍କ ବିଶ୍ୱାସ ତାଙ୍କ ଘରେ ଜଗନ୍ନାଥ ଆବ୍ରିଭାବ ହୋଇଛନ୍ତି ।

Recent Post

Live Cricket Update