



ଝୁମ୍ପୁରା ରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଝୁମ୍ପୁରା ବ୍ଲକ ଉନ୍ନୟନ ଅଧିକାରୀ
ଆଜି ଝୁମ୍ପୁରା ବଜାରରେ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝୁମ୍ପୁରା ବ୍ଳକ୍ ଉନ୍ନୟନ ଅଧିକାରୀ ଶ୍ରୀ ଉମାକାନ୍ତ ପରିଡା ଓ ପୋଲିସ୍ ବିଭାଗର ବଳଭଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝୁମ୍ପୁରା ଦୋଳ ପଡିଆ ରୁ ଆରମ୍ଭ ହୋଇ ଝୁମ୍ପୁରା ବଜାର ଓ ବ୍ଲକ ରୋଡ ଦେଇ ପଞ୍ଚାୟତ ଅଫିସ୍ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳାମାନେ ସହଯୋଗ କରିଥିଲେ ।ବିଡିଓ ଏବଂ ପୋଲିସ୍ ଙ୍କର ଏହି ପରି କାର୍ଯ୍ୟକୁ ପ୍ରସଂସା କରିଛନ୍ତି ସ୍ଥାନୀୟ ଲୋକ ।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍