ଫକିରପୁର, ପଦ୍ମକେଶର ପୁର ରେ ଭାଲୁ କାମୁଡା ରେ ଆହତ ଜଣେ ଗୁରୁତର

Breaking News
ଫକିରପୁର, ପଦ୍ମକେଶର ପୁର ରେ ଭାଲୁ କାମୁଡା ରେ ଆହତ ଜଣେ ଗୁରୁତର

ଆଜି ଅପରାହ୍ନ ରେ ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ର ଫକିରପୁର ଓ ପଦ୍ମକେଶରପୁର ରେ ଭାଲୁ କାମୁଡ଼ା ରେ ପଦ୍ମକେଶରପୁର ର ରାଜେନ୍ଦ୍ର ପ୍ରଶାଦ ଜାମୁଦା ଓ ରଘୁନାଥ ନାଏକ , ଫକିରପୁର ର ରାଜାମାଝୀ, ନହବେଡ଼ା ର ଶୁକରାଲ ମୁଣ୍ଡା , ତୁଳସୀପୁର ର ଦିଲିପ ସୋରେନ, ଏବଂ ସିଲିସୁଆଁ ର କାହ୍ନା ନାଏକ ସମେତ ୬ ଜଣଙ୍କୁ ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦିଲିପ୍ ସୋରେନ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୂକ୍ଷ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କାହ୍ନା ନାଏକ ଝୁମ୍ପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ଶୁଚନା ମିଳିଛି ।


ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update