୭୪ ତମ ସାଧାରଣତନ୍ତ୍ର ଦିବସ ପାଇଁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ଆଲୋକ ମାଳାରେ ସୁସଜ୍ଜିତ

୭୪ ତମ ସାଧାରଣତନ୍ତ୍ର ଦିବସ ପାଇଁ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ଆଲୋକ ମାଳାରେ ସୁସଜ୍ଜିତ


ଢେଙ୍କାନାଳ ପୌର ପାଳିକା ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକୁ ଆଲୋକରେ ସୁସଜ୍ଜିତ କରାଯାଇଛି। ବସଷ୍ଟାଣ୍ଡ ନିକଟସ୍ଥ ମହାତ୍ମା ଗାନ୍ଧୀ ମାର୍ଗ, ଢେ଼ଙ୍କାନାଳ ଷ୍ଟାଡିୟମ୍ ଠାରେ ଥିବା ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତି, କୋର୍ଟ ପାଖେ ଥିବା ଉତ୍କଳମଣୀ ଗୋପବନ୍ଧୁ ଦାସ, କୈବଲ୍ୟ ବଜାର ସ୍ଥିତ ସାରଙ୍ଗ ଧର ଦାସ ଓ ବାଜି ଚୌକ ସ୍ଥିତ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତୀ ଏବଂ ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ଗୁଡିକ ନିକଟରେ ଆଲୋକ ମାଳରେ ସଜା ଯାଇଛି। ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ ଏହି ଆଲୋକ ସଜା କରାଯାଇଛି।

Recent Post

Live Cricket Update