ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ASI ଗୋପାଳ ଦାସ ଗିରଫ

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ASI ଗୋପାଳ ଦାସ ଗିରଫ

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ASI ଗୋପାଳ ଦାସ ଗିରଫ, ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ସେ କହିଛନ୍ତି- ଗୁଳିକାଣ୍ଡ ସ୍ଥଳର ଯାଞ୍ଚ କରାଯାଇଛି, ଅଭିଯୁକ୍ତକୁ ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ, କାହିଁକି ଗୋପାଳ ଗୁଳି କଲେ ତଦନ୍ତ ଚାଲିଛି, ଗୋପାଳ ନବ ଦାସଙ୍କ ପିଏସ୍ଓ ନଥିଲେ l

Recent Post

Live Cricket Update