୨୦୨୩-୨୪ ବର୍ଷ ପାଇଁ ଆସିବ ଆର୍ଥିକ ବଜେଟ୍

୨୦୨୩-୨୪ ବର୍ଷ ପାଇଁ ଆସିବ ଆର୍ଥିକ ବଜେଟ୍

ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ୫ମ ଥର ପାଇଁ ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସବୁ ବର୍ଗର ଲୋକଙ୍କୁ ସୁହାଇବା ପରି ଆସିପାରେ ବଜେଟ୍ ।

Recent Post

Live Cricket Update