ଆଜି ଶ୍ରୀ ଅକ୍ଷୟ କୁମାର ପଟ୍ଟନାୟକ,ସିନିୟର ଲାବୋରେଟୋରୀ ଟେକ୍ନିସିଆନ,ସିଏଚସି,ତରଭା,ସୁବର୍ଣ୍ଣପୁର,ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କର ଓ ଅନ୍ୟ ୫୯ ଗରିବଗ୍ରାମବାସୀଙ୍କର(@ ₹୧୫୦)ଲ୍ୟାବ ମେଡିକାଲ ପରୀକ୍ଷାରିପୋର୍ଟ ପ୍ରଦାନପାଇଁ(ସରକାରୀଭାବେ ସିଏଚସିରେ ମାଗଣା ଅଟେ)₹୯,୦୦୦/ଟଙ୍କା ଲାଞ୍ଚନେଇ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହେଇଛନ୍ତି l
WhatsApp us