ଗର୍ଜିଲେ ନବ ନିର୍ମାଣ କୃଷକ ସଂଗଠନ – ପୋଲିସ ନାକେଦମ

ଗର୍ଜିଲେ ନବ ନିର୍ମାଣ କୃଷକ ସଂଗଠନ |ପୋଲିସ ନାକେଦମ


ଜଗତସିଂହପୁର
ତା =3/2/23
ଜଗତସିଂହପୁର ଜ଼ିଲ୍ଲା ରେ ଦୁଇ ସହ ରୁ ଉର୍ଦ୍ଧ ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା ହେଉଛି | ସମବାୟ ସମିତି ସମ୍ପାଦକ ଏବଂ ମିଲର ମାନଙ୍କ ମଧ୍ୟ୍ୟ ରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ଶୋଷଣ ର ଶିକାର ହେଉଛି | ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଏକ ତଦନ୍ତକାରି ସ୍ୱାର୍ଡ ଗଠନ କରାଯାଇ ସମସ୍ତ ଧାନ ମଣ୍ଡି ତଦାରଖ କରିବା
|ଚାଷୀଙ୍କୁ ଠିକ ସମୟରେ ଉଚିତ ପ୍ରାପ୍ୟ ପ୍ରଦାନ କରିବା ଆଦି ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପଡିଆରୁ ଶତାଧିକ କର୍ମକର୍ତା ଏକ ଶୋଭାଯାତ୍ରା ରେ ବଜ଼ାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ପ୍ରତିବାଦ ସଭା କରି ଜ଼ିଲ୍ଲାପାଳ ଙ୍କୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜନା ଶେଷଦେବ ନନ୍ଦ | ଦେବୀ ପ୍ରସାଦ ମହାରଣା | ରଶ୍ମି ରଞ୍ଜନ ସ୍ୱାଇଁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋଟ

Recent Post

Live Cricket Update