କାମାକ୍ଷାନଗର: ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ । ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଲୁଟ୍ । ଫାଙ୍କା ଗୁଳି ଫୁଟାଇ ୨ଟି ପଲସରରେ ୪ ଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ।
WhatsApp us