ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ

ବାଲେଶ୍ବର ସହଦେବଖୁଣ୍ଟା ଦହପଡ଼ାରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା ।
ମୋଟ ୧୧ଜଣଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ ।
ଗତକାଲି ଚଢ଼ାଉବେଳେ ବାଲି ମାଫିଆ ଆକ୍ରମଣ କରିଥିଲେ ।
ପୂର୍ବରୁ ଡ୍ରାଇଭର ଓ ହେଲ୍ପରକୁ ଗିରଫ କରିଥିଲା ପୋଲିସ ।

Recent Post

Live Cricket Update