– (ସୋନାଲିକା କୁ ପାଞ୍ଚ ଘଣ୍ଟା ଜେରା ପରେ ଡାକ୍ତରୀ ମାଇନା
)
ଜଗତସିଂହପୁର
ତା =6/2/23
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକା ଦାସ ଙ୍କ ବିବାଦ କୁ ନେଇ ହାଇକୋର୍ଟ ନିର୍ଦେଶ କ୍ରମେ ଜଗତସିଂହପୁର ଥାନାରେ ସାନି ଅଭିଯୋଗ ପରେ ଜଗତସିଂହପୁର ପୋଲିସ ୫ ଘଣ୍ଟା ରୁ ଉର୍ଦ୍ଧ ସମୟ ସୋମାଲିକା କୁ ଜେରା କରିଛି |ଏହି ଜେରାରେ ଆଡିଶିନାଲ ଏସପି ଉମେଶ ପଣ୍ଡା, sdpo ରମେଶ ଚନ୍ଦ୍ର ସିଂ, ଜଗତସିଂହପୁର ଥାନା ଅଧିକାରୀ ଶୁଭ୍ରାଂଶୁ ପରିଡ଼ା, ତଦନ୍ତ ଅଧିକାରୀ ବବିତା ଦଳାଇ ଏହି ତଦନ୍ତରେ ସାମିଲ ହୋଇ ଘନ ଘନ ଜେରା କରିଛନ୍ତି ।
ସୋମାଲିକା ର ସମସ୍ତ ବୟାନ କୁ ଭିଡିଓ ଗ୍ରାଫି କରାଯାଇଛି। ଏହି ଜେରା ସରିବା ପରେ ସୋମାଲିକା ର ଜଗତସିଂହପୁର ମେଡିକାଲରେ ଡାକ୍ତରୀ ମଇନା କରାଯାଇ ଥିବା ଜଗତସିଂହପୁର sdpo କହିଛନ୍ତି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ ଜଗତସିଂହପୁର