ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ


ବିଷୟ——– ରାଜ୍ୟସରକାରଙ୍କ ଲୋକାଭିମୁଖି ଯୋଜନାର ପରିକଳ୍ପନା ପଲ୍ଲୀରେ ପ୍ରଶାସନ ଲୋକମାନଙ୍କୁ ଆଉ ଅଫିସ ଯିବାକୁ ପଡିବନି ।ପ୍ରଶାସନ ପହଞ୍ଚିଛି ପଞ୍ଚାୟତରେ ।ଏହି ପରିପ୍ରେକ୍ଷିରେ ରାଜକନିକା ବ୍ଳକ ଅନ୍ତର୍ଗତ କୋଇଲି ପୁର ପଞ୍ଚାୟତ ଅଫିସଠାରେ ପଲ୍ଲୀରେ ପ୍ରଶାସନ ଅନୁଷ୍ଠିତ ହୋଇଯାଇଛି ।ଏବଂ ନବନିର୍ମୀତ ପଞ୍ଚାୟତ ଅଫିସ୍ ପରିସରରେ ଜାତିର ପିତା ମହାତ୍ଥାଗାନ୍ଦିଙ୍କ ପ୍ରତିମୃର୍ତ୍ତୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତୀ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଓ ତହସିଲଦାର ଅଶୋକ କୁମାର ଦେହୁରିଙ୍କ କରକମଳରେ ଉନ୍ମୋଚନ ହୋଇଯାଇଛି ।ଅନ୍ୟମାନଙ୍କ ମଧ୍ୟରେ ସରପଞ ଅରୁଣ କୁମାର ରାଉତ ,ସମିତି ସଭ୍ୟା ବବିତା ନାୟକ ,ପିଓ ଅଜୟ କୁମାର ମଲ୍ଲୀକ ,ଜିଆର ଏସ ଦାମୋଦର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update