ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ – ତୁର୍କୀ

୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ । ୧୫ ହଜାରରୁ ଅଧିକ ଲୋକ ଆହତ।ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ତିନି ମାସ ଯାଏ ଜରୁରୀ ସ୍ଥିତି ଘୋଷଣା କଲେ ତୁର୍କୀ ରାଷ୍ଟ୍ରପତି, ନିୟୋଜିତ ହେବେ ଅତିରିକ୍ତ ୫୦,୦୦୦ କର୍ମଚାରୀ ।

Recent Post

Live Cricket Update