NTPC/TTPS ର ଅଫିସ ଆଗରେ ଶ୍ରମିକ ଏକତା ମଞ୍ଚର 427 ଠିକା ଶ୍ରମିକଙ୍କ ଗଣ ଆନ୍ଦୋଳନ

NTPC/TTPS ର ଅଫିସ ଆଗରେ ଶ୍ରମିକ ଏକତା ମଞ୍ଚର 427 ଠିକା ଶ୍ରମିକଙ୍କ ଗଣ ଆନ୍ଦୋଳନ

ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ NTPC/TTPS ଥର୍ମାଲ ର ଅଫିସ ଆଗରେ ସ୍ଥାୟୀ ନିଯୁକ୍ତି ପାଇଁ ଶ୍ରମିକ ଏକତା ମଞ୍ଚର 427ଠିକା ଶ୍ରମିକ ଓ ଜଗନ୍ନାଥପୁର ର ସରପଞ୍ଚ ଶ୍ରୀମତି ଶୁଭଶ୍ରୀ ଦେବତା ମହୋଦୟା ବି ଏହି ଗଣ ଧାରଣା ରେ ଯୋଗଦେଇ ଥିଲେ l NTPC/ TTPS ର (A.G.M – H.R) ଙ୍କ କଥା ଅନୁସାରେ FEB 15th re ସେମାନେ କିଛି ଶ୍ରମିକ ମାନଙ୍କୁ ତାଙ୍କର ଯୋଗ୍ୟତା ଅନୁସାରେ ସେମାନଙ୍କୁ job ମିଳିବ କହିଥିଲେ !ତେବେ ଏହି ଶ୍ରମିକ ମାନଙ୍କର job କୁ ନେଇ କଣ ପଦକ୍ଷେପ ନେଉଛି NTPC/TTPS ର (G.M , A.G.M , H.R)ତାହା ଦେଖିବାକୁ ବାକି ରହିଲା l

ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l JBN NEWS

Recent Post

Live Cricket Update