ତୁର୍କୀକୁ ଆର୍ମୀ ମେଡିକାଲ ଟିମ୍ ଠାଇଲା ଭାରତ

ତୁର୍କୀକୁ ଆର୍ମୀ ମେଡିକାଲ ଟିମ୍ ଠାଇଲା ଭାରତ
। ଏ ନେଇ ଦୋସ୍ତ ପରସ୍ପରକୁ ସାହାଯ୍ୟ କରନ୍ତି.. ଭାରତ- ତୁର୍କୀ ‘ଦୋସ୍ତ’.. ଭୂମିକମ୍ପର ପ୍ରଥମ ୪୮-୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ବନ୍ଧୁ ହିସାବରେ ସର୍ବ ପ୍ରଥମେ ସହଯୋଗର ହାତ ବଢାଇଲା.. ମୁଁ ବହୁତ ଖୁସି..’ ତୁର୍କୀ ଆମ୍ବାସାଡର ଫିରତ୍ ସୁନେଲ କହିଛନ୍ତି।