ଜଣାଶୁଣା ସମାଜସେବୀଙ୍କ ପରଲୋକ
ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମ ର ଜଣେ ବିଶିଷ୍ଟ ସମାଜସେବୀଙ୍କ ପରଲୋକ ହୋଇଛି। ସେ ଏକାଧାରରେ ଜଣେ ଜଣାଶୁଣା ବୈଦ୍ୟ ହିସାବରେ ଲୋକଙ୍କ ନିକଟରେ ପରିଚିତ ଥିଲେ। ତାଙ୍କ ନାମ ଦୁଃଖ ବନ୍ଧୁ ସାହୁ (ବନ୍ଧୁଆ ) । ତାଙ୍କ ଅକାଳ ବିୟୋଗ ଘଟିବା ଯୋଗୁଁ ଆଜି ବଳରାମପ୍ରସାଦ ଗ୍ରାମରେ ଶୋକର ଛାୟ ଖେଳିଯାଇଛି । ମୃତ୍ତ୍ୟୁ ବେଳକୁ ତାଙ୍କ ନିକଟରେ ପରିବାର ଲୋକ ଉପସ୍ଥିତ ଥିଲେ।