ଫେବୃୟାରୀ ୧୦ରୁ ୧୧ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବୃୟାରୀ ୧୦ରୁ ୧୧, ୨୦୨୩ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିବେ ।

ଫେବୃୟାରୀ ୧୦, ୨୦୨୩ରେ ରାଷ୍ଟ୍ରପତି ଭୁବନେଶ୍ୱର ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହେବେ । ସେହିଦିନ ରାଷ୍ଟ୍ରପତି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ଫେବୃୟାରୀ ୧୧, ୨୦୨୩ରେ ରାଷ୍ଟ୍ରପତି କଟକ ସ୍ଥିତ ଆଇସିଏଆର- ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିବେ ।

 

Recent Post

Live Cricket Update