ନାଗପୁର ଟେଷ୍ଟ: ରୋହିତଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ l ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୧୭୭ରନ ଜବାବରେ ଭାରତ ୧୧୪ ଓଭର ଖେଳି ୭ ୱିକେଟରେ ୩୨୧ରନ କରିଛି। ହାତରେ ଆଉ ୩ ୱିକେଟ ସୁରକ୍ଷିତ ଥିବାବେଳେ ଭାରତ ୧୪୪ରନରେ ଆଗୁଆ ରହିଛି।
WhatsApp us