ନାଗପୁର ଟେଷ୍ଟରେ ଭାରତର ବିଶାଳ ବିଜୟ

ନାଗପୁର ଟେଷ୍ଟରେ ଭାରତର ବିଶାଳ ବିଜୟ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ ।

ଗୋଟେ ଇନିଂସ ଓ ୧୩୨ ରନ୍‌ରେ ଜିତିଲା ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଷ୍ଟ୍ରେଲିଆ ଅଲ ଆଉଟ୍ । ପ୍ରଥମ ଇନିଂସରେ ଜାଡେଜାଙ୍କୁ ଓ ଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ୱିକେଟ୍।

Recent Post

Live Cricket Update