ଅଗ୍ନିକାଣ୍ଡ ରେ ପାଞ୍ଚ ବଖରା ପୋଡି ପାଉଁଶ

ଅଗ୍ନିକାଣ୍ଡ କୁ ଆୟତ କଲା ଦମକଳ ବାହିନୀ


ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଖାମଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି 5 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯେ, ଖାମଣା ଗ୍ରାମରେ କୌଣସି କାରଣରୁ ଏକ ଘରେ ନିଆଁ ଲାଗିଯାଇଥିଲା , ଦେଖୁ ଦେଖୁ ଏହି ନିଆଁ ବ୍ୟାପି ବାରେ ଲାଗିଥିଲା , ଏଥିସହ ପାଖରେ ଥିବା ଘର ଗୁଡିକରେ ନିଆଁ ଲାଗିଯାଇଥିଲା , ଘର ଗୁଡ଼ିକ ସମ୍ପୂର୍ଣ ପୋଡିଯାଇଥିବା ବେଳେ ବହୁ ଟଙ୍କା ର ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ଦମକଳ ବାହିନୀ ପହଁଚି ନିଆଁ କୁ ଆୟତ କରିଥିଲେ। ସ୍ଥାନୀୟ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ଶାନ୍ତ୍ବନା ଦେବା ସହ କ୍ଷୟକ୍ଷତି ଆକଳନ କରିଥିଲେ।

Recent Post

Live Cricket Update