ଢେଙ୍କାନାଳ ଅନୁଗୁଳ ଦୈନିକ ରେଳ ଯାତ୍ରୀ ସଂଘ* ବାର୍ଷିକ ବନ୍ଧୁମିଳନ -୨୩

*ଢେଙ୍କାନାଳ ଅନୁଗୁଳ ଦୈନିକ ରେଳ ଯାତ୍ରୀ ସଂଘ*
ବାର୍ଷିକ ବନ୍ଧୁମିଳନ -୨୩
୧୨ ଫେବ୍ରୁଆରି, ରବିବାର ସକାଳ 9.30amରୁ ଅପରାହ୍ଣ 2pm
ସ୍ଥାନ : ଚକଲେଟ ଫ୍ୟାକ୍ଟ୍ରି,
୰ ଅଜୟ କୁମାର ଦାସଙ୍କ ଫାର୍ମ ହାଉସ୍, ସିମିଳିଆ, ଢେଙ୍କାନାଳ

ସଂଯୋଜନା – ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ (ବାବି ଭାଇ)
ପରିଚାଳନା –
Laxmi Prasad Pattnaik, president,
*ବଦ୍ରିନାରାୟଣ ମିଶ୍ର general secy
*ମନମୋହନ ମହାପାତ୍ର, joint secy
*ସରୋଜ ପଟ୍ଟନାୟକ Tressorer
Sriprakash mohanty advisor
Dr.Bijoy Ku Mohapatra, ligal advisor
ସ୍ବେଚ୍ଛାସେବୀ – ସମସ୍ତ ସଦସ୍ୟ,
ଜଣ ପ୍ରତି ଚାନ୍ଦା – ୨୫୦/- ଟଙ୍କା

ସମୀକ୍ଷା ବୈଠକ – (ସଂଯୋଜନା – ମନମୋହନ ମହାପାତ୍ର)
୧୦.୧୫ – ଦିବଗଂତ ଦୈନିକ ଯାତ୍ରୀଙ୍କ ନିମନ୍ତେ ନିରବ ପ୍ରାର୍ଥନା ଓ ସ୍ମୃତି ଚାରଣ
୧୦.୩୦ – ସ୍ବାଗତ
୧୦.୩୫ – ନିଜସ୍ବ ପରିଚୟ ପ୍ରଦାନ
୧୦. ୫୦ – ସଂପାଦକୀୟ ବକ୍ତବ୍ୟ
୧୧.୦୦ – ରେଳ ଚଳାଚଳ ଓ ରକ୍ତଦାନ ଶିବିର ସଂପର୍କରେ ଆଲୋଚନା
୧୨.୫୦ – ସଭାପତିଙ୍କ ବକ୍ତବ୍ୟ
*୧.୦୦ – ଗ୍ରୁପ୍ ଫଟୋ ଓ ମଧ୍ୟାହ୍ନ ଭୋଜନ*
Program may runs in right time, pls 🙏

Recent Post

Live Cricket Update