ଭାରତ ମାଟି ପରେ ଏବେ ଓଡିଶା ମାଟି ର ସେବା ରେ captain suresh Ch. Mali
ଆଜି ଆମ ଚ୍ୟାନେଲ ମାଧ୍ୟମ ରେ ଆମେ ଏକ ଏଇ ଭଳି ବ୍ୟକ୍ତି ଙ୍କୁ ଦେଖେଇ ବାକୁ ଯାଉଛୁ ଯିଏ ନିଜ ଜୀବନ ର ବହୁ ବର୍ଷ ଭାରତ ମାଟି ପାଇଁ ଦେବା ପରେ ଏବେ ନିଜ ଜନ୍ମ ଭୂମି ଓଡିଶା ପାଇଁ କିଛି କରିବା ର ଆଶା ନେଇ ଆସିଛନ୍ତି ଭୁବନେଶ୍ବର. Captain Suresh ଗଜପତି ଜିଲ୍ଲା ରେ ଜନ୍ମ ଗ୍ରହଣ କରି ପାଠ ପଢିବା ପରେ ଅର୍ମି ରେ ଯୋଗଦାନ ଦେଇ ବସ୍କେଟ ବଲ ଖେଳ ରେ ବହୁ ରାଜ୍ୟ ସ୍ତରୀୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ରେ ସୁନାମ ଅର୍ଜନ କରିବା ସହ ଶତ୍ରୁ କୁ ମଧ୍ୟ ଆମ ଦେଶ ରୁ ବିଦାୟ କରିବା ରେ ଆଗୁଆ ଥିଲେ. ଏହା ପରେ ଚାକିରୀ ରେ କୋଚ ଭାବେ ବହୁ ସୁନାମ ପାଇବl ପରେ ଏବେ ସେ ଭୁବନେଶ୍ବର ରେ ନିଜ ର ଏକ ବସ୍କେଟ୍ ବଲ ଆନ୍ତର୍ଜାତୀୟ ଖୋଲିବା ସହ ଯେଉଁ ମାନେ ପଇସା ଦେବା କୁ ଅସମର୍ଥ ତାଙ୍କ ପାଇଁ ଫ୍ରୀ ଶିକ୍ଷା ଦେବା ସହ ନିଜର ପ୍ରତିଭା ପିଲା ଙ୍କୁ ଦେଇ ଓଡିଶା ମାଟି ର ପିଲା ଙ୍କୁ ତାଙ୍କ ଭଳି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବେ ସେ ଦିଗରେ ସେ ଆଗେଇ ଆସିଛନ୍ତି ଦେଖନ୍ତୁ କଣ କହୁଛନ୍ତି captain suresh