ଅବ୍ୟବସ୍ଥା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଚିକିତ୍ସାର ପ୍ରାଣ କେନ୍ଦ୍ର କୁହା ଯାଉଥିବା ଏମକେସିଜି

ଅବ୍ୟବସ୍ଥା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଚିକିତ୍ସାର ପ୍ରାଣ କେନ୍ଦ୍ର କୁହା ଯାଉଥିବା ଏମକେସିଜି।

ଜାଗ୍ରତ ଭାରତ ନ୍ୟୁଜ,ଗଞ୍ଜାମ ବ୍ୟୁର,ରୂପକ ମହାନ୍ତି.

ବ୍ରହ୍ମପୁର(ଗଞ୍ଜାମ ) ଏମକେସିଜି ସୁପର୍ ସ୍ପେସାଆଲିଟି କୋଠାର ଦ୍ୱିତୀୟ ମହଲା ଅର୍ଥାତ ଶଲ୍ୟ ଚିକିତ୍ସା ବିଭାଗର ଲିଫ୍ଟ୍ ନିକଟେରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଦୀର୍ଘ ଦିନ ପାଣି ଜମି ରହିବା ଯୋଗୁଁ ଦୃଗନ୍ଧ ହେଉଥିବା ଜଣାପଡିଛି । ଏଭଳି ଭାବେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପ୍ରତିଦିନ କିଛି ନା କିଛି ସମସ୍ୟା ଦେଖିବାକୁ ମିଳୁଛି । କେତେ ବେଳେ ଲିଫ୍ଟ କାମ କରୁନାହିଁ ତୋ କେତେ ବେଳେ ଏମକେସିଜିରୁ ଖସୁଛି ସିଲିଂ ।ଏହି
ସବୁ ସମସ୍ୟାର ସମାଧାନ ପାଇଁ ସଧାରଣରେ
ଦାବି ହେଉଛି ।

Recent Post

Live Cricket Update