Search
Close this search box.

୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ

୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡା ବ୍ଲକ ବଡକାଳିମାଟି ପଞ୍ଚାୟତ ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ଦବୁନା ଠାରେ ୨୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଉଦଯାପିତ ହୋଇଥିଲା | ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହରେକୃଷ୍ଣ ରାଉତ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।Supported By:- ଆର୍ସେଲୋର୍ ମିତ୍ତଲ୍ ନିପୋନ୍ ଷ୍ଟିଲ୍ ଇଣ୍ଡିଆ |
ଏହି କାର୍ଯ୍ୟକ୍ରମ କୁ ଆର୍ସେଲୋର୍ ମିତ୍ତଲ୍ ନିପୋନ୍ ଷ୍ଟିଲ୍ କମ୍ପାନୀ ର ପ୍ଲାଣ୍ଟ ହେଡ୍ D. D. Upadhyay ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ। ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁ ଶିକ୍ଷକ ବାସୁଦେବ ପ୍ରଧାନ, ବିଭୂତି ଭୂଷଣ ପଲେଇ, ଯୁଧିଷ୍ଠୀର ଗିରି ପରିଚାଳନା କରିଥିଲେ। ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆସନ ଗ୍ରହଣ କରିଥିଲେ ଆର୍ସେଲୋର୍ ମିତ୍ତଲ୍ ନିପୋନ୍ ଷ୍ଟିଲ୍ କମ୍ପାନୀ ର ପ୍ଲାଣ୍ଟ ହେଡ୍ D. D. Upadhyay, O.M.C କମ୍ପାନୀ ର D.M ଶ୍ରୀଯୁକ୍ତ ଶିବ ପ୍ରସାଦ ପାଣିଗ୍ରାହି, ଏବଂ ସମ୍ମାନିତ ଅତିଥି ଭାବେ ଆସନ ଗ୍ରହଣ କରିଥିଲେ ଆର୍ସେଲୋର୍ ମିତ୍ତଲ୍ ନିପୋନ୍ ଷ୍ଟିଲ୍ କମ୍ପାନୀ ର HR ହେଡ୍ ଶ୍ରୀଯୁକ୍ତ ବନଜ ଖଟୁଆ, CSR ଲିଡ୍ ଶ୍ରୀଯୁକ୍ତ ମଳୟ କୁମାର୍ ପଣ୍ଡା, ବଡକାଳିମାଟି ସରପଞ୍ଚ ପାନପତି ମୁଣ୍ଡା, P. S. Member ଶ୍ରୀମତୀ ଅଷ୍ଟମୀ ମୁଣ୍ଡା, ଏବଂ ଶ୍ରୀ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ନଟବର ପାତ୍ର ଉପସ୍ଥିତ ଥିଲେ | ଏବଂ ସସ୍କୁଲ ର ଶିକ୍ଷକ ପ୍ରସନ୍ନ କୁମାର କର, ସିରପାଣି ଜେନା, ଶିକ୍ଷର୍ତ୍ତି ଚିତ୍ରାମଣି ନାୟକ ଏବଂ ମ୍ୟାଜିକ୍ ବସ୍ ର ଯୁବ ମେଣ୍ଟର ମନୋଜ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ 100 Mitar Race, Slow Cycle, Sack Race, Discus Throw, Javelin Throw, Putting the Shot, Balance Rece, Skipping, Music Chair, Fancy Dress, ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଫଳ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା |
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This

× How can I help you?