ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡ଼ି ର ପ୍ରତିବାଦ ସଭା ଓ ବିକ୍ଷୋଭ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ ବୁଢ଼ାପଙ୍କ ପଞ୍ଚାୟତରେ ବିଜେଡି ର ପ୍ରତିବାଦ ସଭା ଓ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରୀବ ପରିବାର ଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣ ରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ବିଜେଡି ର ଏହି ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଗଡ ବୁଢ଼ାପଙ୍କ ସରପଞ୍ଚ ଶ୍ରୀମତୀ ଝିଲି ବେହେରା, ପୂର୍ବତନ ‘ ସରପଞ୍ଚ ଉତ୍ସବ ଦେହୁରୀଙ୍କ ନେତୃତ୍ବରେ ଶତାଧିକ ମହିଳା ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସରକାରଙ୍କ ଗରୀବ ମାରଣ ନୀତି ବିରୁଦ୍ଧରେ ବିଜେଡି ନେତା ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Recent Post

Live Cricket Update