ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ

ପ୍ରକାଶିତ ଆଇପିଏଲ୍ ୨୦୨୩ ର କାର୍ଯ୍ୟସୂଚୀ, ଜାଣନ୍ତୁ ପ୍ରଥମ ମ୍ୟାଚ୍ କାହା ମଧ୍ୟରେ ଖେଳାଯିବ ।

ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ ତମ ସିଜନ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଲିଗର ୧୬ ତମ ସିଜନ୍ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ଆଇପିଏଲ୍ ୨୦୨୩ ର ପ୍ରଥମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ।

Recent Post

Live Cricket Update