ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ଜଳି ପୋଡି ପାଉଁଶ
ଅନୁଗୋଳ ଜିଲ୍ଲା ଭଣ୍ଡୁ ବର ଅଞ୍ଚଳରେ ସୁପ୍ରିୟା ଭାରତ ଗ୍ୟାସ ଏଜେନ୍ସି ରେ ବିଳମ୍ବିତ ରାତିରେ ସର୍ଟସର୍କିଟ ଯୋଗୁଁ ଅଗ୍ନକାଣ୍ଡ । ଏଜେନ୍ସି ମାଲିକ ଙ୍କ ଠାରୁ ସୂଚନା ଯେ, ବିଳମ୍ୱିତ ରାତିରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ଏହି ଅଗ୍ନି କାଣ୍ଡରେ ୧୦ଲକ୍ଷ୍ୟ ୨୮ହଜାର ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି , ଏହି ଅଗ୍ନି କାଣ୍ଡରେ କାହାର କ୍ଷତି ହୋଇନଥିବା ସୁପ୍ରିୟା ଭାରତ ଗ୍ୟାସ ଏଜେନ୍ସିର ସମ୍ପୂର୍ଣ କ୍ଷତି ହୋଇନଥିବା ବେଳେ ଖବର ପାଇ ଅଗ୍ନିସମ ବିଭାଗ ନିଆଁ କୁ ଆୟତ କରିଥିଲେ।