ଭୋକିଲା ଲୋକଟିକୁ ସାହାଯ୍ୟର ହାତ

ଭୋକିଲା ଲୋକଟିକୁ ସାହାଯ୍ୟର ହାତ

ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ପାଖରେ ଏକ ଭୋକିଲା ଲୋକକୁ ଦେଖି ସମାଜସେବୀ ସୌମ୍ୟା ମିଶ୍ର ତାଙ୍କୁ କିଛି ଖାଇବାକୁ ପ୍ରଦାନ କରିଥଲେ । କେବଳ ସେତିକି ନୁହଁ ଏମିତି ରାସ୍ତାରେ ଯିବା ଆସିବା କରିବା ସମୟରେ ମଧ୍ୟ କୌଣସି ଦୁର୍ଘଟଣା ଘଟିଲେ ମଧ୍ୟ ସେ ସାହାଯ୍ୟର ହାତ ବଢ଼େଇ ଥାଆନ୍ତି।
ଏକ ମାନସିକ ବିକାର ଗସ୍ତ ଲୋକଟିକୁ ସାହାଯ୍ୟ କରି ସେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟି ଅଛନ୍ତି।

Recent Post

Live Cricket Update