ଚପରିଆ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ରେ ବାର୍ଷିକ ଭେଟ ଘାଟ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚପରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାର୍ଷିକ ଭେଟ ଘାଟ ୨୦୨୩

ଚପରିଆ ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ର ରେ ବାର୍ଷିକ ଭେଟ ଘାଟ
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଚପରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବାର୍ଷିକ ଭେଟ ଘାଟ ୨୦୨୩


କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିକାର କାର୍ଯ୍ୟକ୍ରମଟି ଡାକ୍ତର ଅସିତ ସାହୁଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । D. ଖୁସି ରାମସୁନା d. ର. ସରଦାପ୍ରସାଦ ସ୍ବୀଇ ଓ ଅନ୍ୟା ନ୍ୟ ଡ଼. ମହାଶୟ ମାନେ ଯୋଗ ଦେଇଥିଲେ ସଂଯୋଜକ ପୂର୍ବତନ ସମିତି ସଭ୍ୟ ହେମନ୍ତ ସାହୁ ଉଦ୍ଘାଟନି ଉତ୍ସବରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବ୍ଲକର ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରି ଥିଲେ । ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମ୍ୟୁଜିକ ଚେୟାର ପ୍ରତିଯୋଗିତା ହୋଇଥିଲା । ଉକ୍ତ ଭେଟଘାଟ କାର୍ଯ୍ୟକ୍ରମରେ ଜିଲ୍ଲା ଏଡ଼ିଏମ୍ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡିପିଏମ ଶ୍ରୀଯୁକ୍ତ ଅବନୀ କୁମାର ମହାପାତ୍ର ଯୋଗଦେଇଥିଲେ । ଖେଳ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଜିଲ୍ଲା ସିଡ଼ିଏମଓଙ୍କ ଦ୍ଵାରା ବିଜୟ ହୋଇଥିବା ଦଳ କୁ ପୁରସ୍କାର ବିତରଣ କରାଯାଇଥିଲା । ସୁନାମ ଅର୍ଜନ କରିଥିବା ଡାକ୍ତର କୃଷ୍ଣମୋହନ ପାତ୍ର ଆୟୁଷ ବିଭାଗ, ଗୋଲାମୁଣ୍ଡା ଫାର୍ମାସିଷ୍ଟ ରଞ୍ଜିତ କୁମାର ପଣ୍ଡା, ଉଛଲା ଫାର୍ମାସିଷ୍ଟ ଜୟନ୍ତ କୁମାର ସାହୁ, ଚପ୍ରିଆ ଫାର୍ମାସିଷ୍ଟ ରଞ୍ଜିତା ବରାଲ best କାର୍ଯ୍ୟ ଦକ୍ଷତା କରିଥିବାରୁ ମାନପତ୍ର ପାଇଛନ୍ତି ଗୋଲାମୁଣ୍ଡା W A ବୈବସୁତ ରାଉତ, W A ମୁନା ସିଂ ଭଲ କାର୍ଯ୍ୟ ଦକ୍ଷତା ରେ ମାନପତ୍ର ପାଇଛନ୍ତି ଚପରିଆ nursing ଶୁଭଶ୍ରୀ ବିଶ୍ୱାଳ ଭଲ ଦକ୍ଷତା କାର୍ଯ୍ୟ ସମ୍ପନ କରିଥିବାରୁ ମାନପତ୍ର ପାଇଛନ୍ତି B M W ଝଷକେତନ ପଟେଲ LNK ସୁପରଭାଇଜର ମନୋଜ chandan LNK,ମନଧର ନାଏକ ନେତ୍ର ମାଝୀ,କୃତିବାସ ଚନ୍ଦନ, ଅଶୋକ ବାଗ, ଉକ୍ତ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ, ମ୍ୟୁଜିକ ଚୈର ରେ ଦୀପ୍ତି ମୟୀ ଢଙ୍ଗଡାମାଝୀ ପ୍ରଥମ ପୁରସ୍କାର ପାଇଥିଲେ ଗୋଲାମୁଣ୍ଡା LHV, ଅଙ୍କିତା ସାହୁ CHO ଖଲିଆପାଲି, ଚପରିଆ LNK କ୍ରିକେଟ ରେ ପ୍ରଥମ ଓ ଦ୍ୱିତୀୟ ରେ CHC ଚପରିଆ ପୁରସ୍କାର ପାଇଛନ୍ତି

ଧର୍ମଗଡ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update