6th ସର୍ବ ଭାରତୀୟ ଧୀରେନ୍ଦ୍ର ନାଥ ପ୍ରଧାନ ଦିନ ରାତ୍ରି ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ

6th ସର୍ବ ଭାରତୀୟ ଧୀରେନ୍ଦ୍ର ନାଥ ପ୍ରଧାନ ଦିନ ରାତ୍ରି ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ

ସ୍ଥାନ କଟକ

ତାରିଖ 19/02/23

କଟକ ଜବାହରଲାଲ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦିବା
ରାତ୍ରି ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି
ଖେଳକୁ ଉଦଘାଟନ କରିଥିଲେ ଶ୍ରି ଶୈଳେନ୍ଦ୍ର କୁମାର ଜେନା ଯୁଗ୍ମ ସମ୍ପାଦକ ଏସ୍ ଉଆଇ ଏସ୍ ଓଡିଶା
ସରକାର ,ଶ୍ରି ସ୍ରିନିବାସ ମହାନ୍ତି ସିନିୟର ଆଇନଜିବୀ
ଶ୍ରି ସରୋଜ କାନ୍ତ ମହାନ୍ତି ଓ ଏ ଏସ୍ ମୁଖ୍ୟ ପରିଚାଳକ
ଇଡକୋ, ଆଲୋକ ବେହେରା ସମାଜ ସେବି, ଶ୍ରୀମତୀ ଶୁଭ୍ରା ଜୋସ୍ନା ମହାନ୍ତି ବିଶିଷ୍ଟ ସମାଜ ସେବି ତଥା ଓଡିଶା ମହିଳା ମୋର୍ଚ୍ଚା ର ସମ୍ପାଦକ. ଏହି ପ୍ରତିଯୋଗୀତାରେ ବାଳକ 23 ଟି ବାଳିକ
10ଟି ବାଳିକା ଦଳ ଭାଗ ନେଇଛନ୍ତି। ଓଡିଶା ବାହାରୁ
6 ଟି ଦଳ ଭାଗ ନେଇଛନ୍ତି। ସବୁଠୁ ମୁଖ୍ୟ କଥା ହେଲା
ଗୋଟିଏ ଦଳର ଭାରତ ବାହାରୁ ଖେଳାଳି ଖେଳିଥିବା ଦେଖାଯାଇଥିଲା। ଏହି ଖେଳାଳି ମାନେ ନାଇଜେରିଆର ରୁ
ଆସି ଥିଲେ ଏବଂ ବିଶ୍ୱ ର ସବୁ ଠାରୁ ଉଚ୍ଚ ତମ ମହିଳା ଖେଳାଳି ପୁନମ ଚକ୍ରବର୍ତ୍ତୀ ଯାହା ଙ୍କ hight 7ft. ତାଙ୍କୁ ଦେଖି ସମସ୍ତେ ଚକିତ ହେଇ ଯାଇଥିଲେ. ଯିଏ କି ବେଷ୍ଟ player of the tournament upadhi ପାଇ ଥିଲେ. ତାଙ୍କ ସହ purusha bibhaga ରେ ଶ୍ରୀ abhishek barik best player ହେଇ ଥିଲେ. ସେଇ ଭଳି ଉଦଯାପନ ଉତ୍ସବ ରେ କଟକ ବାରବାଟୀ ବିଧାୟକ ଇଂଜିନିଅର ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର trophy ଦେବା ସହ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ. ଏଥିରେ ତାଙ୍କ ସହ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ( MGM Minirals Ltd & Vice chairman OCA), ଶ୍ରୀ ସନ୍ତୋଷ କୁମାର ବେହେରା (AGM SBI Main Branch), ଶ୍ରୀ କୀର୍ତ୍ତିକାନ୍ତ ସ୍ଵାଇଁ (Chief Manager RBO. SBI), ଶ୍ରୀ ଅଶୋକ ସାହୁ (ସମ୍ପାଦକ OBA) ଯୋଗ ଦେଇ ନିଜର ବକ୍ତୃତା ଦେବା ସହ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ଥିଲେ. ଶେଷ ରେ କଟକ ଜିଲ୍ଲା basketball association ର ସମ୍ପାଦକ ଶ୍ରୀ ଅଶୋକ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ. ତାଙ୍କ ସହ tournament ପରିଚାଳନା ରେ ଶ୍ରୀ mahesh କୁମାର ସାହୁ (organising Secretary), କୁନାଲ ବେହେରା, ମନରଞ୍ଜନ ବେହେରା, ଶିବ ନାୟକ, ଆଶିଷ ସାହୁ, ରାକେଶ ସାହୁ, ଅଭିଷେକ ରାଉତ, ରିତେଶ ପଲେଇ, ଇଂତୀୟଜ ଖାଁ ପ୍ରଭୁତି କାର୍ଯ୍ୟ ପରିଚାଳନା କରିଥିଲେ ।

କଟକରୁ ପ୍ରଦୀପ୍ତ କୁମାର ଘଡେ଼ଇଙ୍କ ରିପୋର୍ଟ୍

Recent Post

Live Cricket Update