ନେଉଳପୁର ଛକ ନିକଟରେ ଦୁର୍ଘଟଣା

ଯାଜପୁର ଜିଲ୍ଲା NH-୧୬ ନେଉଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ।

Recent Post

Live Cricket Update