ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ ମା ହରଚଣ୍ଡୀ କ୍ରିକେଟ ଟୁର୍ନାମେଣ୍ଟ -2023
ହୋଇଯାଇଅଛି
ଏହି କ୍ରିକେଟ ମ୍ୟାଚ 7 ଦିନ ଧରି ହୋଇ ଆସି , ଆଜି ଅନ୍ତିମ ଦିନ ରେ, କେଉଟବେରେଣୀ ଓ ନଢଣପୁର ମଧ୍ୟରେ ହୋଇଥିଲା, ଏଥିରେ କେଉଟବେରେଣୀ ବାଜି ମାରିଥିଲେ l ପ୍ରଥମେ କେଉଟବେରେଣି ଟିମ୍ 15 ଓଭର ରେ 176 ରନ କରିଥିଲେ, ନଢ଼ଣପୁର ଟିମ୍ ସମସ୍ତ ଉଇକେଟ୍ ହରାଇ 104 ରନ କରିଥିଲେ l
ମୁଖ୍ୟ ଅତିଥି ଭାବେ ମଙ୍ଗଳପୁର ଗ୍ରାମର ସରପଞ୍ଚ ଶ୍ରୀମତୀ ଲିନା ଦାସ, ଅତିଥି ଶ୍ରୀଯୁକ୍ତ ସତ୍ୟକାନ୍ତ ସାହୁ ଯୋଗ ଦେଇଥିଲେ l ଭାଷ୍ୟକାର କମଳ ସାର୍ , ସ୍କୋର ବୋର୍ଡ ଲେଖା ରେ ଆଲୋକ ଓ କାହ୍ନା ସହଯୋଗ କରିଥିଲେ l
ମା ହରଚଣ୍ଡୀ କ୍ରିକେଟ କ୍ଲବ କ୍ଳବ ର ସମସ୍ତ ସଦସ୍ୟ ସୁଚାର ରୂପେ ଖେଳ ପରିଚାଳନା କରିଥିଲେ l