କୈଲାଶପତି ମନ୍ଦିର ପ୍ରତିଷ୍ଟାରେ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ

କୈଲାଶପତି ମନ୍ଦିର ପ୍ରତିଷ୍ଟାରେ ଷୋହଳ ପ୍ରହର ନାମ ଯଜ୍ଞ ଆରମ୍ଭ।ଜୁନାଗଡ,ପିଲିକିଆ ଅନ୍ତର୍ଗତ କୈଳାଶ ପୁର ଠାରେ ପ୍ରଭୁ କୈଲାଶପତି ଙ୍କମନ୍ଦିର ପ୍ରତିଷ୍ଟାରେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଜାଇଛି।ଏହି ଉଶ୍ଚବରେ ପିଲିକିଆ ପଞ୍ଚାୟତର ଶମସ୍ଥଜନ ଶାଧାରଣ ଉପସ୍ଥିତ ରହି ।ଏହି ନାମଯଜ୍ଞ କୁସୁଚାରୁରୁପ ପାଳନ କରୁଛନ୍ତି।ଏହି ମନ୍ଦିର ପ୍ରତିଷ୍ଠା ତା ପିଲିକିଆ ଗ୍ରାମର ଶ୍ରୀ ଵୋଗେଲ ବାଗ,ମନ୍ଦିର ତୋଳି ଗୁରୁବାର ଦୀନଠାରୁ ପ୍ରତିଷ୍ଠା ଉପଲକ୍ଷେ ନାମ ଯଜ୍ଞ କରିଛନ୍ତି।ଏହି ଯଜ୍ଞ କୁ ପିଲିକିଆ ପଞ୍ଚାୟତର ସରପଞ୍ଚ ,ଶ୍ରୀମତୀ ଶବ୍ୟାରାଣି ସୁନାମୀ ଓ ତାଙ୍କ ପ୍ରତିନିଧି ନିରଞ୍ଜନ ସୁନାମୀ,ଶ୍ରୀ ସତ୍ୟସରାଫ,ବଶିଷ୍ଠ ସରାଫ, ସୁସାନ୍ତ ସରାଫ,ନିଲମଣି ଵାଗ,ଓ ପିଲିକିଆ ଓମହିଭର ଗ୍ରାମବାସି,ସହଯୋଗ କରିଥିଲେ, ଏବଂ କର୍ତ୍ତା ଶ୍ରୀ କୃଷ୍ଣଚନ୍ଦ୍ର ସରାଫ ରହିଥିଲେ। ଏବଂ ସୁଚାରୁ ରୁପେ ନାମ ଯଜ୍ଞ ଚାଲିଥିଲା,ତାହା ଦେଖି ଲୋକେ ବହୁତ ଖୁସିମନେ କରି ଥିଲେ।ଜୁନାଗଡ ପ୍ରତିନିଧି ବାଲେଶ୍ବର ସୁନାମୀ ଜାଗ୍ରତ ଭାରତ।

Recent Post

Live Cricket Update