ବିଣାପାଣି ବିଦ୍ୟାମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ ୨୦୨୨_୨୦୨୩ ଅନୁଷ୍ଠିତ
ବିଷୟ ____ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡାର ବୀଣାପାଣି ବିଦ୍ୟା ମନ୍ଦିର ର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ ରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ମୁଖ୍ୟ ଉପଦେଷ୍ଟା ବୀଣାପାଣି ବିଦ୍ୟା ମନ୍ଦିର ର ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଉଦଘାଟନ ମହାରାଜା ବ୍ରଜକେଶରୀ ଦେବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର, ମୁଖ୍ୟ ବକ୍ତା ଭାବେ ବୈକୃଣ୍ଠ ନାଥ ପରିଡ଼ା , ସମ୍ମାନିତ ଅତିଥି ଭାବେ ଶିକ୍ଷକ ବଟକୃଷ୍ଣ ପଣ୍ଡା, ସରପଞ୍ଚ ଧିରେନ ଜେନା ,ସରପଞ ସିତାରାଣୀ ଦାସ ,କବି ସଚ୍ଚିଦାନନ୍ଦ ଗୁରୁ,କବି ଗୋବିନ୍ଦ ଚନ୍ଦ୍ର ନନ୍ଦ ଓ ଶିବରାମ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସଂସ୍କାର ମୂଳକ ଓ ସମାଜରେ କିଭଳି ଭଲ ସୁନାଗରିକ ହୋଇ ଭଲ କାମ କରିବେ ସେ ଦିଗରେ ବକ୍ତା ମାନେ ପ୍ରକାଶ କରିଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜେଜେ , ଜେଜେ।ମା ଙ୍କର ପୂଜାର୍ଚ୍ଚନା କରାଯାଇଥିଲା ।
କେନ୍ଦ୍ରାପଡ଼ାରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ