ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଙ୍କ ମାନବିକତା.

ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଙ୍କ ମାନବିକତା.

(ଗଞ୍ଜାମ)ଦିଗପହଣ୍ଡି ତହସିଲ ର ଖମାରିଗାଁ ପଂଚାୟତ ର ପାହାଡିଆ ଗାଁ ଡ଼ିକିଲି କୁ ସରକାରୀ କାର୍ଯ୍ୟକ୍ରମ ରେ ଯାଇଥିବା ବେଳେ ଜଣ ଙ୍କ ଘରୁ କାନ୍ଦ ଶୁଣିବାକୁ ମିଳିଥିଲା, ବୁଝିବା ପରେ ଜଣାଗଲା ଜଣେ ଆଦିବାସୀ ମହିଳା ଚଣା ବାଡ଼ କୁ ଯାଇଥିବା ବେଳେ ସେଠାରେ ଥିବା ମଞ୍ଚା କୁ ଚଢ଼ୁଥିବା ବେଳେ ଖସି ପଡ଼ିଥିଲେ, ଏବଂ ବାଉଁଶ ପଶିଯାଇଥିଲା ପେଟ ରେ.. ଏହାପରେ ମାନବିକତା ଦେଖାଇ ନିଜ ବୋଲେରୋ ଯୋଗେ ଗୁରୁତର ହୋଇଥିବା ଆଦିବାସୀ ମହିଳା ଦିଗପହଣ୍ଡି ମେଡିକାଲ କୁ ଆଣି ପ୍ରାଥମିକ ଚିକିତ୍ସା କରାଇବା ପରେ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ ସି ଜି ପଠାଇଛନ୍ତି.ଏହି ଘଟଣା ପାଇଁ ତହସିଲଦାର ସିପକ କୁମାର ପାତ୍ର ଙ୍କୁ ଅଞ୍ଚଳବାସୀ ପ୍ରଂଶସା କରିଛନ୍ତି.

Recent Post

Live Cricket Update